or_tn/mrk/11/09.md

1.6 KiB

who followed

ଯେଉଁମାନେ ତାହାଙ୍କର ଅନୁଗମନ କଲେ

Hosanna

ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର”, କିନ୍ତୁ ଲୋକମାନେ ଆନନ୍ଦରେ ଉଚ୍ଚ ସ୍ବରରେ କହିଲେ ଯେପରି ସେମାନେ ଇଶ୍ବରଙ୍କୁ ପ୍ରଂଶସା କଲେ I ତୁମେ ଏହା ଯେପରି ବ୍ୟବହାର ହୋଇଛି ସେହିପରି ଅନୁବାଦ କର, କିମ୍ବା ତୁମ ଭାଷାରେ “ହୋଶାନ୍ନା” ଶବ୍ଦର ବନାନ ବ୍ୟବହାର କର I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି ସେ ଧନ୍ୟ” (ଦେଖ: rc://*/ta/man/translate/translate-transliterate)

Blessed is the one

ଏହା ଯୀଶୁଙ୍କୁ ବୁଝାଏ I ଏହା ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଧନ୍ୟ, ଯେ ଜଣେ “ (ଦେଖ: rc://*/ta/man/translate/figs-explicit)

in the name of the Lord

ଏହା ପ୍ରଭୁଙ୍କ ଅଧିକାର ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କର ଅଧିକାର” (ଦେଖ: rc://*/ta/man/translate/figs-metonymy)

Blessed is

ଈଶ୍ବର ଆଶୀର୍ବାଦ କରନ୍ତୁ