# who followed ଯେଉଁମାନେ ତାହାଙ୍କର ଅନୁଗମନ କଲେ # Hosanna ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର”, କିନ୍ତୁ ଲୋକମାନେ ଆନନ୍ଦରେ ଉଚ୍ଚ ସ୍ବରରେ କହିଲେ ଯେପରି ସେମାନେ ଇଶ୍ବରଙ୍କୁ ପ୍ରଂଶସା କଲେ I ତୁମେ ଏହା ଯେପରି ବ୍ୟବହାର ହୋଇଛି ସେହିପରି ଅନୁବାଦ କର, କିମ୍ବା ତୁମ ଭାଷାରେ “ହୋଶାନ୍ନା” ଶବ୍ଦର ବନାନ ବ୍ୟବହାର କର I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି ସେ ଧନ୍ୟ” (ଦେଖ: [[rc://*/ta/man/translate/translate-transliterate]]) # Blessed is the one ଏହା ଯୀଶୁଙ୍କୁ ବୁଝାଏ I ଏହା ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଧନ୍ୟ, ଯେ ଜଣେ “ (ଦେଖ: [[rc://*/ta/man/translate/figs-explicit]]) # in the name of the Lord ଏହା ପ୍ରଭୁଙ୍କ ଅଧିକାର ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କର ଅଧିକାର” (ଦେଖ: [[rc://*/ta/man/translate/figs-metonymy]]) # Blessed is ଈଶ୍ବର ଆଶୀର୍ବାଦ କରନ୍ତୁ