or_tn/mrk/11/09.md

20 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# who followed
ଯେଉଁମାନେ ତାହାଙ୍କର ଅନୁଗମନ କଲେ
# Hosanna
ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର”, କିନ୍ତୁ ଲୋକମାନେ ଆନନ୍ଦରେ ଉଚ୍ଚ ସ୍ବରରେ କହିଲେ ଯେପରି ସେମାନେ ଇଶ୍ବରଙ୍କୁ ପ୍ରଂଶସା କଲେ I ତୁମେ ଏହା ଯେପରି ବ୍ୟବହାର ହୋଇଛି ସେହିପରି ଅନୁବାଦ କର, କିମ୍ବା ତୁମ ଭାଷାରେ “ହୋଶାନ୍ନା” ଶବ୍ଦର ବନାନ ବ୍ୟବହାର କର I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି ସେ ଧନ୍ୟ” (ଦେଖ: [[rc://*/ta/man/translate/translate-transliterate]])
# Blessed is the one
ଏହା ଯୀଶୁଙ୍କୁ ବୁଝାଏ I ଏହା ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଧନ୍ୟ, ଯେ ଜଣେ “ (ଦେଖ: [[rc://*/ta/man/translate/figs-explicit]])
# in the name of the Lord
ଏହା ପ୍ରଭୁଙ୍କ ଅଧିକାର ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ପ୍ରଭୁଙ୍କର ଅଧିକାର” (ଦେଖ: [[rc://*/ta/man/translate/figs-metonymy]])
# Blessed is
ଈଶ୍ବର ଆଶୀର୍ବାଦ କରନ୍ତୁ