or_tn/mrk/11/03.md

858 B

Why are you doing this

“ଏହି” ଶବ୍ଦ କ’ଣ ବୁଝାଏ ତାହାକୁ ସ୍ପଷ୍ଟ କରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାହିଁକି ଗଧଛୁଆକୁ ଫିଟାଉଛ ଓ ନେଉଅଛ” (ଦେଖ: rc://*/ta/man/translate/figs-explicit)

has need of it

ଏହାଠାରେ ପ୍ରୟୋଜନ ଅଛି

will immediately send it back here

ଆଉ ଯୀଶୁ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇ ଦେବେ I ଅନ୍ୟଏକ ଅନୁବାଦରେ: “ସେ ଯଥାଶୀଘ୍ର ଏହାର ଆବଶ୍ୟକତା ସମ୍ପୁର୍ଣ୍ଣ ହୁଅନ୍ତେ ପଠାଇ ଦେବେ” (ଦେଖ: rc://*/ta/man/translate/figs-explicit)