# Why are you doing this “ଏହି” ଶବ୍ଦ କ’ଣ ବୁଝାଏ ତାହାକୁ ସ୍ପଷ୍ଟ କରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାହିଁକି ଗଧଛୁଆକୁ ଫିଟାଉଛ ଓ ନେଉଅଛ” (ଦେଖ: [[rc://*/ta/man/translate/figs-explicit]]) # has need of it ଏହାଠାରେ ପ୍ରୟୋଜନ ଅଛି # will immediately send it back here ଆଉ ଯୀଶୁ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇ ଦେବେ I ଅନ୍ୟଏକ ଅନୁବାଦରେ: “ସେ ଯଥାଶୀଘ୍ର ଏହାର ଆବଶ୍ୟକତା ସମ୍ପୁର୍ଣ୍ଣ ହୁଅନ୍ତେ ପଠାଇ ଦେବେ” (ଦେଖ: [[rc://*/ta/man/translate/figs-explicit]])