or_tn/mrk/11/03.md

12 lines
858 B
Markdown
Raw Permalink Normal View History

2020-11-19 00:15:53 +00:00
# Why are you doing this
“ଏହି” ଶବ୍ଦ କ’ଣ ବୁଝାଏ ତାହାକୁ ସ୍ପଷ୍ଟ କରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାହିଁକି ଗଧଛୁଆକୁ ଫିଟାଉଛ ଓ ନେଉଅଛ” (ଦେଖ: [[rc://*/ta/man/translate/figs-explicit]])
# has need of it
ଏହାଠାରେ ପ୍ରୟୋଜନ ଅଛି
# will immediately send it back here
ଆଉ ଯୀଶୁ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇ ଦେବେ I ଅନ୍ୟଏକ ଅନୁବାଦରେ: “ସେ ଯଥାଶୀଘ୍ର ଏହାର ଆବଶ୍ୟକତା ସମ୍ପୁର୍ଣ୍ଣ ହୁଅନ୍ତେ ପଠାଇ ଦେବେ” (ଦେଖ: [[rc://*/ta/man/translate/figs-explicit]])