or_tn/mrk/10/40.md

1013 B

But who is to sit at my right hand ... is not mine to give

କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ବରେ ବସିବାକୁ ଦେବା ମୋର ଅଧିକାର ବିଷୟ ନୁହେଁ

but it is for those for whom it has been prepared

ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରା ଯାଇଛି I “ଏହା” ଶବ୍ଦ ତାହାଙ୍କ ଦକ୍ଷିଣ ଓ ବାମ ପାର୍ଶ୍ବକୁ ବୁଝାଏ I

it has been prepared

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଏହା ପ୍ରସ୍ତୁତ କରିଛନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ପ୍ରସ୍ତୁତ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)