# But who is to sit at my right hand ... is not mine to give କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ବରେ ବସିବାକୁ ଦେବା ମୋର ଅଧିକାର ବିଷୟ ନୁହେଁ # but it is for those for whom it has been prepared ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରା ଯାଇଛି I “ଏହା” ଶବ୍ଦ ତାହାଙ୍କ ଦକ୍ଷିଣ ଓ ବାମ ପାର୍ଶ୍ବକୁ ବୁଝାଏ I # it has been prepared ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଏହା ପ୍ରସ୍ତୁତ କରିଛନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ପ୍ରସ୍ତୁତ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])