or_tn/mrk/10/40.md

12 lines
1013 B
Markdown
Raw Permalink Normal View History

2020-11-19 00:15:53 +00:00
# But who is to sit at my right hand ... is not mine to give
କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ବରେ ବସିବାକୁ ଦେବା ମୋର ଅଧିକାର ବିଷୟ ନୁହେଁ
# but it is for those for whom it has been prepared
ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରା ଯାଇଛି I “ଏହା” ଶବ୍ଦ ତାହାଙ୍କ ଦକ୍ଷିଣ ଓ ବାମ ପାର୍ଶ୍ବକୁ ବୁଝାଏ I
# it has been prepared
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଏହା ପ୍ରସ୍ତୁତ କରିଛନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ପ୍ରସ୍ତୁତ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])