or_tn/mrk/10/21.md

16 lines
1.3 KiB
Markdown

# One thing you lack
ତୁମ୍ଭର ଗୋଟିଏ ବିଷୟ ଉଣା ଅଛି I ଏଠାରେ “ଉଣା” କିଛି କରିବାର ଆବଶ୍ୟକ ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ଗୋଟିଏ ବିଷୟ ତୁମର କରିବାର ଅଛି” କିମ୍ବା “ଗୋଟିଏ ବିଷୟ ତୁମେ ଏପର୍ଯ୍ୟନ୍ତ କରି ନାହଁ” କିମ୍ବା (ଦେଖ: [[rc://*/ta/man/translate/figs-metaphor]])
# give it to the poor
ଏଠାରେ “ଏହା” ଶବ୍ଦ ସେ ଯେଉଁ ପଦାର୍ଥକୁ ବିକ୍ରୟ କରିବ ଓ ସେ ବିକ୍ରୟ କରି ପରେ ଯେଉଁ ଅର୍ଥ ପାଏ ସେଥିନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ ଦରିଦ୍ରମାନଙ୍କୁ ଦାନ କର” (ଦେଖ: [[rc://*/ta/man/translate/figs-metonymy]])
# the poor
ଏହା ଦରିଦ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଦରିଦ୍ର ଲୋକ” (ଦେଖ: [[rc://*/ta/man/translate/figs-nominaladj]])
# treasure
ସମ୍ପଦ, ମୁଲ୍ୟବାନ ପଦାର୍ଥଗୁଡିକ