or_tn/mrk/10/21.md

1.3 KiB

One thing you lack

ତୁମ୍ଭର ଗୋଟିଏ ବିଷୟ ଉଣା ଅଛି I ଏଠାରେ “ଉଣା” କିଛି କରିବାର ଆବଶ୍ୟକ ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ଗୋଟିଏ ବିଷୟ ତୁମର କରିବାର ଅଛି” କିମ୍ବା “ଗୋଟିଏ ବିଷୟ ତୁମେ ଏପର୍ଯ୍ୟନ୍ତ କରି ନାହଁ” କିମ୍ବା (ଦେଖ: rc://*/ta/man/translate/figs-metaphor)

give it to the poor

ଏଠାରେ “ଏହା” ଶବ୍ଦ ସେ ଯେଉଁ ପଦାର୍ଥକୁ ବିକ୍ରୟ କରିବ ଓ ସେ ବିକ୍ରୟ କରି ପରେ ଯେଉଁ ଅର୍ଥ ପାଏ ସେଥିନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ ଦରିଦ୍ରମାନଙ୍କୁ ଦାନ କର” (ଦେଖ: rc://*/ta/man/translate/figs-metonymy)

the poor

ଏହା ଦରିଦ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଦରିଦ୍ର ଲୋକ” (ଦେଖ: rc://*/ta/man/translate/figs-nominaladj)

treasure

ସମ୍ପଦ, ମୁଲ୍ୟବାନ ପଦାର୍ଥଗୁଡିକ