# One thing you lack ତୁମ୍ଭର ଗୋଟିଏ ବିଷୟ ଉଣା ଅଛି I ଏଠାରେ “ଉଣା” କିଛି କରିବାର ଆବଶ୍ୟକ ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ଗୋଟିଏ ବିଷୟ ତୁମର କରିବାର ଅଛି” କିମ୍ବା “ଗୋଟିଏ ବିଷୟ ତୁମେ ଏପର୍ଯ୍ୟନ୍ତ କରି ନାହଁ” କିମ୍ବା (ଦେଖ: [[rc://*/ta/man/translate/figs-metaphor]]) # give it to the poor ଏଠାରେ “ଏହା” ଶବ୍ଦ ସେ ଯେଉଁ ପଦାର୍ଥକୁ ବିକ୍ରୟ କରିବ ଓ ସେ ବିକ୍ରୟ କରି ପରେ ଯେଉଁ ଅର୍ଥ ପାଏ ସେଥିନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ ଦରିଦ୍ରମାନଙ୍କୁ ଦାନ କର” (ଦେଖ: [[rc://*/ta/man/translate/figs-metonymy]]) # the poor ଏହା ଦରିଦ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଦରିଦ୍ର ଲୋକ” (ଦେଖ: [[rc://*/ta/man/translate/figs-nominaladj]]) # treasure ସମ୍ପଦ, ମୁଲ୍ୟବାନ ପଦାର୍ଥଗୁଡିକ