or_tn/mrk/10/10.md

12 lines
719 B
Markdown

# When they were
ପରେ ଯୀଶୁ ଓ ଶିଷ୍ୟମାନେ ଥିଲେ
# were in the house
ଯୀଶୁଙ୍କ ଶିଷ୍ୟମାନେ ବ୍ୟକ୍ତିଗତଭାବେ ତାହାଙ୍କୁ ପଚାରିଲେ I ଅନ୍ୟଏକ ଅନୁବାଦରେ: “ଗୃହରେ ଏକାକୀ ଥିଲା ବେଳେ” (ଦେଖ: [[rc://*/ta/man/translate/figs-explicit]])
# asked him again about this
“ଏହି” ଶବ୍ଦ ଛାଡପତ୍ର ସମ୍ବନ୍ଧରେ ଫାରୁଶୀମାନଙ୍କ ସହିତ ଯୀଶୁଙ୍କର ଯେଉଁ କଥୋପକଥନ ହେଲା ତାହାକୁ ସୁଚିତ କରିବାକୁ ବୁଝାଏ I