# When they were ପରେ ଯୀଶୁ ଓ ଶିଷ୍ୟମାନେ ଥିଲେ # were in the house ଯୀଶୁଙ୍କ ଶିଷ୍ୟମାନେ ବ୍ୟକ୍ତିଗତଭାବେ ତାହାଙ୍କୁ ପଚାରିଲେ I ଅନ୍ୟଏକ ଅନୁବାଦରେ: “ଗୃହରେ ଏକାକୀ ଥିଲା ବେଳେ” (ଦେଖ: [[rc://*/ta/man/translate/figs-explicit]]) # asked him again about this “ଏହି” ଶବ୍ଦ ଛାଡପତ୍ର ସମ୍ବନ୍ଧରେ ଫାରୁଶୀମାନଙ୍କ ସହିତ ଯୀଶୁଙ୍କର ଯେଉଁ କଥୋପକଥନ ହେଲା ତାହାକୁ ସୁଚିତ କରିବାକୁ ବୁଝାଏ I