or_tn/mrk/10/10.md

719 B

When they were

ପରେ ଯୀଶୁ ଓ ଶିଷ୍ୟମାନେ ଥିଲେ

were in the house

ଯୀଶୁଙ୍କ ଶିଷ୍ୟମାନେ ବ୍ୟକ୍ତିଗତଭାବେ ତାହାଙ୍କୁ ପଚାରିଲେ I ଅନ୍ୟଏକ ଅନୁବାଦରେ: “ଗୃହରେ ଏକାକୀ ଥିଲା ବେଳେ” (ଦେଖ: rc://*/ta/man/translate/figs-explicit)

asked him again about this

“ଏହି” ଶବ୍ଦ ଛାଡପତ୍ର ସମ୍ବନ୍ଧରେ ଫାରୁଶୀମାନଙ୍କ ସହିତ ଯୀଶୁଙ୍କର ଯେଉଁ କଥୋପକଥନ ହେଲା ତାହାକୁ ସୁଚିତ କରିବାକୁ ବୁଝାଏ I