16 lines
1.2 KiB
Markdown
16 lines
1.2 KiB
Markdown
# came and overshadowed
|
|
|
|
ଉପସ୍ଥିତି ଓ ଅଛାଦିତ ହେଲେ
|
|
|
|
# Then a voice came out of the cloud
|
|
|
|
ଏଠାରେ “ଏହି ବାଣୀ ଆସିଲା” କେହିଜଣେ କହୁଥିବା ନିମନ୍ତେ ଲକ୍ଷଣ ସୁଚକ ଅଟେ I ଏହା କିଏ କହୁଥିଲେ ସ୍ପଷ୍ଟଭାବରେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମେଘରୁ ଏହି ବାଣୀ ଆସିଲା” କିମ୍ବା “ପୁଣି, ଈଶ୍ବର ମେଘଖଣ୍ଡରୁ କହିଲେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-explicit]])
|
|
|
|
# This is my beloved Son. Listen to him
|
|
|
|
ପିତା ଈଶ୍ବର ତାହାଙ୍କ “ଅଦ୍ବିତୀୟ ପୁତ୍ର”ଙ୍କ ପ୍ରତି ପ୍ରେମ ପ୍ରକାଶ କଲେ, ଈଶ୍ବରଙ୍କ ପୁତ୍ର I
|
|
|
|
# beloved Son
|
|
|
|
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ, ଈଶ୍ବରଙ୍କ ପୁତ୍ର I (ଦେଖ: [[rc://*/ta/man/translate/guidelines-sonofgodprinciples]])
|