# came and overshadowed ଉପସ୍ଥିତି ଓ ଅଛାଦିତ ହେଲେ # Then a voice came out of the cloud ଏଠାରେ “ଏହି ବାଣୀ ଆସିଲା” କେହିଜଣେ କହୁଥିବା ନିମନ୍ତେ ଲକ୍ଷଣ ସୁଚକ ଅଟେ I ଏହା କିଏ କହୁଥିଲେ ସ୍ପଷ୍ଟଭାବରେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମେଘରୁ ଏହି ବାଣୀ ଆସିଲା” କିମ୍ବା “ପୁଣି, ଈଶ୍ବର ମେଘଖଣ୍ଡରୁ କହିଲେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-explicit]]) # This is my beloved Son. Listen to him ପିତା ଈଶ୍ବର ତାହାଙ୍କ “ଅଦ୍ବିତୀୟ ପୁତ୍ର”ଙ୍କ ପ୍ରତି ପ୍ରେମ ପ୍ରକାଶ କଲେ, ଈଶ୍ବରଙ୍କ ପୁତ୍ର I # beloved Son ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ, ଈଶ୍ବରଙ୍କ ପୁତ୍ର I (ଦେଖ: [[rc://*/ta/man/translate/guidelines-sonofgodprinciples]])