or_tn/mrk/09/07.md

1.2 KiB

came and overshadowed

ଉପସ୍ଥିତି ଓ ଅଛାଦିତ ହେଲେ

Then a voice came out of the cloud

ଏଠାରେ “ଏହି ବାଣୀ ଆସିଲା” କେହିଜଣେ କହୁଥିବା ନିମନ୍ତେ ଲକ୍ଷଣ ସୁଚକ ଅଟେ I ଏହା କିଏ କହୁଥିଲେ ସ୍ପଷ୍ଟଭାବରେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମେଘରୁ ଏହି ବାଣୀ ଆସିଲା” କିମ୍ବା “ପୁଣି, ଈଶ୍ବର ମେଘଖଣ୍ଡରୁ କହିଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-explicit]])

This is my beloved Son. Listen to him

ପିତା ଈଶ୍ବର ତାହାଙ୍କ “ଅଦ୍ବିତୀୟ ପୁତ୍ର”ଙ୍କ ପ୍ରତି ପ୍ରେମ ପ୍ରକାଶ କଲେ, ଈଶ୍ବରଙ୍କ ପୁତ୍ର I

beloved Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ, ଈଶ୍ବରଙ୍କ ପୁତ୍ର I (ଦେଖ: rc://*/ta/man/translate/guidelines-sonofgodprinciples)