or_tn/mrk/08/intro.md

2.8 KiB

ମାର୍କ ୦୮ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ରୋଟୀ

ଯେତେବେଳେ ଯୀଶୁ ଆଶ୍ଚର୍ଯ୍ୟକର୍ମ କଲେ ଓ ଲୋକସମୁହକୁ ରୋଟୀ ଯୋଗାଇଲେ, ସେମାନେ ହୁଏତ ଭାବୁଥିବେ ଯେତେବେଳେ ଇସ୍ରାଏଲ ଲୋକମାନେ ପ୍ରାନ୍ତରରେ ଥିଲେ ଈଶ୍ବର ଖାଦ୍ୟ ଯୋଗାଇଲେ I

ଖମୀର ଏପରି ଏକ ଉପାଦାନ ଯାହା ରୋଟୀକୁ ଶେକା ହେବା ପୁର୍ବରୁ ଆକାର ବଡ କରେ I ଏହି ଅଧ୍ୟାୟରେ, ଯୀଶୁ ଖମୀରକୁ ଲୋକମାନଙ୍କ ମାନସିକତା, କହିବା ଓ କାର୍ଯ୍ୟକୁ ବଦଳାଇବା ନିମନ୍ତେ ଏକ ରୁପକ ଭାବରେ ବ୍ୟବହାର କରିଛନ୍ତି I (ଦେଖ: rc://*/ta/man/translate/figs-metaphor)

”ବ୍ୟଭିଚାର ବଂଶ”

ଯେଉଁ ସମୟରେ ଲୋକମାନଙ୍କୁ ଯୀଶୁ “ବ୍ୟଭିଚାର ବଂଶ” କହିଲେ ସେ ସେମାନଙ୍କୁ କହୁଥିଲେ ଯେ ସେମାନେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ନୁହନ୍ତି I (ଦେଖ: [[rc:///tw/dict/bible/kt/faithful]] ଓ [[rc:///tw/dict/bible/kt/peopleofgod]])

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ବ୍ୟାଖ୍ୟାତ୍ମକ ପ୍ରଶ୍ନଗୁଡିକ

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଅନେକ ଥର ବ୍ୟାଖ୍ୟାତ୍ମକ ପ୍ରଶ୍ନ ବ୍ୟବହାର କରିଛନ୍ତି (ମାର୍କ ୮:୧୭-୨୧ ଓ ଲୋକମାନଙ୍କୁ ଅନୁଯୋଗ କରୁଛନ୍ତି ([ମାର୍କ ୮:୧୨] (../../mrk/08/12.md)) I (ଦେଖ: rc://*/ta/man/translate/figs-rquestion)

ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା

ଲୋକଉକ୍ତି

ଲୋକଉକ୍ତି ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ I ଯୀଶୁ ଯେତେବେଳେ କହିଲେ ସେ ଲୋକଉକ୍ତି ବ୍ୟବହାର କରନ୍ତି, “ଯେକେହି ଆପଣା ଜୀବନ ରକ୍ଷା କରେ, ସେ ତାହା ହରାଇବ, ଓ ଯେ ମୋ ସକାଶେ ଜୀବନ ହରାଇବ ସେ ତାହା ପାଇବ” ([ମାର୍କ ୮:୩୫-୩୭] (./35.md)) I