or_tn/mrk/08/17.md

2.6 KiB

Why are you reasoning about not having bread?

ଏଠାରେ ଯୀଶୁ ଧିର ଭାବରେ ଶିଷ୍ୟମାନଙ୍କ ଉପରେ ବିରକ୍ତ ହେଲେ କାରଣ ସେମାନେ ବୁଝିବା ଉଚିତ ସେ କେଉଁ ବିଷୟରେ କହୁଛନ୍ତି I ଏହାକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଭାବିବା ଉଚିତ ନୁହେଁ ଯେ ମୁଁ ପ୍ରକୃତ ରୋଟୀ ବିଷୟରେ କହୁଥିଲି” (ଦେଖ: rc://*/ta/man/translate/figs-rquestion)

Do you not yet perceive? Do you not understand?

ଏହି ପ୍ରଶ୍ନ ଗୁଡିକର ସମାନ ଅର୍ଥ ଓ ଗୁରୁତ୍ବ ଦେବା ନିମନ୍ତେ ଏକତ୍ର ବ୍ୟବହାର ହୋଇଛି ଯେ ସେମାନେ ବୁଝୁ ନାହାନ୍ତି I ଏହାକୁ ଗୋଟିଏ ପ୍ରଶ୍ନରେ କିମ୍ବା ଗୋଟିଏ ବାକ୍ୟ ପରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଏପର୍ଯ୍ୟନ୍ତ ବୁଝି ନାହଁ ?” କିମ୍ବା “ତୁମ୍ଭେମାନେ ବୁଝିଅଛ ପରି ଲାଗୁଛ ବର୍ତ୍ତମାନ ଠାରୁ ମୁଁ ଯାହା କହିବି ଓ କରିବି” (ଦେଖ: [[rc:///ta/man/translate/figs-parallelism]] ଓ [[rc:///ta/man/translate/figs-rquestion]])

Have your hearts become so dull?

ଏଠାରେ ଜଣେ ମନୁଷ୍ୟର ଭାବନା ନିମନ୍ତେ “ହୃଦୟ” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I “ହୃଦୟରେ ମୁଢ ହେବା” ବାକ୍ୟାଂଶ ଅକ୍ଷମ ଓ କିଛି ବୁଝି ନପାରିଵା ନିମନ୍ତେ ଏକ ରୁପକ ଅଟେ I ଯୀଶୁଙ୍କ ବିରକ୍ତି ଭାବ ଏହି ପ୍ରଶ୍ନ ମାଧ୍ୟମରେ ଜଣା ପଡୁଛି I ଏହା ଉକ୍ତି ଭାବରେ ଲେଖା ଯାଇପାରେ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କର ଚିନ୍ତଧାରା ମୁଢ ପରି ହୋଇଅଛି” କିମ୍ବା “ମୁଁ ଯାହା ଭାବୁଅଛି ତୁମ୍ଭେମାନଙ୍କର ବୁଝିବା ଶକ୍ତି ଶିଥିଳ ହୋଇ ଗଲାଣି !” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])