or_tn/mrk/08/intro.md

25 lines
2.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# ମାର୍କ ୦୮ ସାଧାରଣ ସୁଚନା
## ଏହି ଅଧ୍ୟାୟରେ ବିଶେଷ ଧାରଣା
### ରୋଟୀ
ଯେତେବେଳେ ଯୀଶୁ ଆଶ୍ଚର୍ଯ୍ୟକର୍ମ କଲେ ଓ ଲୋକସମୁହକୁ ରୋଟୀ ଯୋଗାଇଲେ, ସେମାନେ ହୁଏତ ଭାବୁଥିବେ ଯେତେବେଳେ ଇସ୍ରାଏଲ ଲୋକମାନେ ପ୍ରାନ୍ତରରେ ଥିଲେ ଈଶ୍ବର ଖାଦ୍ୟ ଯୋଗାଇଲେ I
ଖମୀର ଏପରି ଏକ ଉପାଦାନ ଯାହା ରୋଟୀକୁ ଶେକା ହେବା ପୁର୍ବରୁ ଆକାର ବଡ କରେ I ଏହି ଅଧ୍ୟାୟରେ, ଯୀଶୁ ଖମୀରକୁ ଲୋକମାନଙ୍କ ମାନସିକତା, କହିବା ଓ କାର୍ଯ୍ୟକୁ ବଦଳାଇବା ନିମନ୍ତେ ଏକ ରୁପକ ଭାବରେ ବ୍ୟବହାର କରିଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
### ”ବ୍ୟଭିଚାର ବଂଶ”
ଯେଉଁ ସମୟରେ ଲୋକମାନଙ୍କୁ ଯୀଶୁ “ବ୍ୟଭିଚାର ବଂଶ” କହିଲେ ସେ ସେମାନଙ୍କୁ କହୁଥିଲେ ଯେ ସେମାନେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ନୁହନ୍ତି I (ଦେଖ: [[rc://*/tw/dict/bible/kt/faithful]] ଓ [[rc://*/tw/dict/bible/kt/peopleofgod]])
## ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର
### ବ୍ୟାଖ୍ୟାତ୍ମକ ପ୍ରଶ୍ନଗୁଡିକ
ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଅନେକ ଥର ବ୍ୟାଖ୍ୟାତ୍ମକ ପ୍ରଶ୍ନ ବ୍ୟବହାର କରିଛନ୍ତି ([ମାର୍କ ୮:୧୭-୨୧](./17.md) ଓ ଲୋକମାନଙ୍କୁ ଅନୁଯୋଗ କରୁଛନ୍ତି ([ମାର୍କ ୮:୧୨] (../../mrk/08/12.md)) I (ଦେଖ: [[rc://*/ta/man/translate/figs-rquestion]])
## ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା
### ଲୋକଉକ୍ତି
ଲୋକଉକ୍ତି ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ I ଯୀଶୁ ଯେତେବେଳେ କହିଲେ ସେ ଲୋକଉକ୍ତି ବ୍ୟବହାର କରନ୍ତି, “ଯେକେହି ଆପଣା ଜୀବନ ରକ୍ଷା କରେ, ସେ ତାହା ହରାଇବ, ଓ ଯେ ମୋ ସକାଶେ ଜୀବନ ହରାଇବ ସେ ତାହା ପାଇବ” ([ମାର୍କ ୮:୩୫-୩୭] (./35.md)) I