or_tn/mrk/07/33.md

779 B

He took him

ଯୀଶୁ ସେହି ଲୋକକୁ ନେଲେ

he put his fingers into his ears

ଯୀଶୁ ଆପଣା ଅଙ୍ଗୁଠି ସେହି ମନୁଷ୍ୟର କାନରେ ଥୋଇଲେ I

after spitting, he touched his tongue

ଯୀଶୁ ଛେପ ପକାଇଲେ ଓ ତାହାର ଜିଭକୁ ସ୍ପର୍ଶ କଲେ I

after spitting

ଏହା ଯୀଶୁ ଆପଣା ଅଙ୍ଗୁଠିରେ ଛେପ ପକାଇବା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଆଙ୍ଗୁଳିରେ ଛେପ ପକାଇବା ପରେ” (ଦେଖ: rc://*/ta/man/translate/figs-explicit)