# He took him ଯୀଶୁ ସେହି ଲୋକକୁ ନେଲେ # he put his fingers into his ears ଯୀଶୁ ଆପଣା ଅଙ୍ଗୁଠି ସେହି ମନୁଷ୍ୟର କାନରେ ଥୋଇଲେ I # after spitting, he touched his tongue ଯୀଶୁ ଛେପ ପକାଇଲେ ଓ ତାହାର ଜିଭକୁ ସ୍ପର୍ଶ କଲେ I # after spitting ଏହା ଯୀଶୁ ଆପଣା ଅଙ୍ଗୁଠିରେ ଛେପ ପକାଇବା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଆଙ୍ଗୁଳିରେ ଛେପ ପକାଇବା ପରେ” (ଦେଖ: [[rc://*/ta/man/translate/figs-explicit]])