or_tn/mrk/07/31.md

1.3 KiB
Raw Permalink Blame History

Connecting Statement:

ସୋରରେ ଲୋକମାନଙ୍କୁ ସୁସ୍ଥତା କରିବା ପରେ, ଯୀଶୁ ଗାଲିଲି ସମୁଦ୍ର କୁଳକୁ ଗଲେ I ସେଠାରେ ସେ ଜଣେ ମୁକକୁ ସୁସ୍ଥ କଲେ, ଯାହାଦ୍ବାରା ଲୋକମାନେ ଆଚମ୍ବିତ ହେଲେ I

went out again from the region of Tyre

ସୋର ସିମାରୁ ପ୍ରସ୍ଥାନ କଲେ

up into the region

ସାମ୍ଭାବିତ ଅର୍ଥଗୁଡିକ ୧) “ସୀମା ଦେଇ ” ଦେକାପଲୀ ସୀମା ମଧ୍ୟଦେଇ ସମୁଦ୍ର ନିକଟକୁ ଯୀଶୁ ଆସିଲେ କିମ୍ବା ) “ସୀମା ମଧ୍ୟଦେଇ” ସମୁଦ୍ର ନିକଟକୁ ଆସିବା ପାଇଁ ଦେକାପଲୀ ସୀମା ମଧ୍ୟଦେଇ ଯୀଶୁ ଆସିଲେ I

Decapolis

ଦେକାପଲୀ ଏକ ସୀମାର ନାମ ଯାହାର ଅର୍ଥ ଦଶ ନଗରୀ I ଏହା ଗାଲିଲି ସମୁଦ୍ରର ଉତ୍ତରପୁର୍ବରେ ଅବସ୍ଥିତ I ଦେଖ ତୁମେ ଏହାକୁ ମାର୍କ ୫:ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: rc://*/ta/man/translate/translate-names)