# Connecting Statement: ସୋରରେ ଲୋକମାନଙ୍କୁ ସୁସ୍ଥତା କରିବା ପରେ, ଯୀଶୁ ଗାଲିଲି ସମୁଦ୍ର କୁଳକୁ ଗଲେ I ସେଠାରେ ସେ ଜଣେ ମୁକକୁ ସୁସ୍ଥ କଲେ, ଯାହାଦ୍ବାରା ଲୋକମାନେ ଆଚମ୍ବିତ ହେଲେ I # went out again from the region of Tyre ସୋର ସିମାରୁ ପ୍ରସ୍ଥାନ କଲେ # up into the region ସାମ୍ଭାବିତ ଅର୍ଥଗୁଡିକ ୧) “ସୀମା ଦେଇ ” ଦେକାପଲୀ ସୀମା ମଧ୍ୟଦେଇ ସମୁଦ୍ର ନିକଟକୁ ଯୀଶୁ ଆସିଲେ କିମ୍ବା ୨) “ସୀମା ମଧ୍ୟଦେଇ” ସମୁଦ୍ର ନିକଟକୁ ଆସିବା ପାଇଁ ଦେକାପଲୀ ସୀମା ମଧ୍ୟଦେଇ ଯୀଶୁ ଆସିଲେ I # Decapolis ଦେକାପଲୀ ଏକ ସୀମାର ନାମ ଯାହାର ଅର୍ଥ ଦଶ ନଗରୀ I ଏହା ଗାଲିଲି ସମୁଦ୍ରର ଉତ୍ତରପୁର୍ବରେ ଅବସ୍ଥିତ I ଦେଖ ତୁମେ ଏହାକୁ [ମାର୍କ ୫:୨୦](../05/20.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/translate-names]])