or_tn/mrk/07/31.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ସୋରରେ ଲୋକମାନଙ୍କୁ ସୁସ୍ଥତା କରିବା ପରେ, ଯୀଶୁ ଗାଲିଲି ସମୁଦ୍ର କୁଳକୁ ଗଲେ I ସେଠାରେ ସେ ଜଣେ ମୁକକୁ ସୁସ୍ଥ କଲେ, ଯାହାଦ୍ବାରା ଲୋକମାନେ ଆଚମ୍ବିତ ହେଲେ I
# went out again from the region of Tyre
ସୋର ସିମାରୁ ପ୍ରସ୍ଥାନ କଲେ
# up into the region
ସାମ୍ଭାବିତ ଅର୍ଥଗୁଡିକ ୧) “ସୀମା ଦେଇ ” ଦେକାପଲୀ ସୀମା ମଧ୍ୟଦେଇ ସମୁଦ୍ର ନିକଟକୁ ଯୀଶୁ ଆସିଲେ କିମ୍ବା ) “ସୀମା ମଧ୍ୟଦେଇ” ସମୁଦ୍ର ନିକଟକୁ ଆସିବା ପାଇଁ ଦେକାପଲୀ ସୀମା ମଧ୍ୟଦେଇ ଯୀଶୁ ଆସିଲେ I
# Decapolis
ଦେକାପଲୀ ଏକ ସୀମାର ନାମ ଯାହାର ଅର୍ଥ ଦଶ ନଗରୀ I ଏହା ଗାଲିଲି ସମୁଦ୍ରର ଉତ୍ତରପୁର୍ବରେ ଅବସ୍ଥିତ I ଦେଖ ତୁମେ ଏହାକୁ [ମାର୍କ ୫:](../05/20.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/translate-names]])