or_tn/mrk/06/56.md

1.1 KiB
Raw Permalink Blame History

Wherever he entered

ଯୀଶୁ ଯେଉଁ ଆଡକୁ ଗଲେ

they would put

ଏଠାରେ “ସେମାନେ” ଲୋକମାନଙ୍କୁ ବୁଝାଏ I ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ ନାହି I

the sick

ଏହି ବାକ୍ୟାଂଶ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ରୋଗୀ” ଲୋକମାନେ (ଦେଖ: rc://*/ta/man/translate/figs-nominaladj)

They begged him

ସାମ୍ଭାବିତ ଅର୍ଥଗୁଡିକ ୧) “ରୋଗୀମାନେ ତାହାଙ୍କୁ ବିନତି କଲେ” କିମ୍ବା ) ଲୋକମାନେ ତାହାଙ୍କୁ ବିନତି କଲେ I”

let them touch

“ସେମାନେ” ଶବ୍ଦ ରୋଗୀ ଲୋକମାନଙ୍କୁ ବୁଝାଏ I

the edge of his garment

ତାହାଙ୍କ ବସ୍ତ୍ରର ଝୁମ୍ପା କିମ୍ବା “ଲୁଗାର ଅଂଶ”

as many as

ଯେଉଁମାନେ ସମସ୍ତେ