# Wherever he entered ଯୀଶୁ ଯେଉଁ ଆଡକୁ ଗଲେ # they would put ଏଠାରେ “ସେମାନେ” ଲୋକମାନଙ୍କୁ ବୁଝାଏ I ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ ନାହି I # the sick ଏହି ବାକ୍ୟାଂଶ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ରୋଗୀ” ଲୋକମାନେ (ଦେଖ: [[rc://*/ta/man/translate/figs-nominaladj]]) # They begged him ସାମ୍ଭାବିତ ଅର୍ଥଗୁଡିକ ୧) “ରୋଗୀମାନେ ତାହାଙ୍କୁ ବିନତି କଲେ” କିମ୍ବା ୨) ଲୋକମାନେ ତାହାଙ୍କୁ ବିନତି କଲେ I” # let them touch “ସେମାନେ” ଶବ୍ଦ ରୋଗୀ ଲୋକମାନଙ୍କୁ ବୁଝାଏ I # the edge of his garment ତାହାଙ୍କ ବସ୍ତ୍ରର ଝୁମ୍ପା କିମ୍ବା “ଲୁଗାର ଅଂଶ” # as many as ଯେଉଁମାନେ ସମସ୍ତେ