or_tn/mrk/06/56.md

28 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Wherever he entered
ଯୀଶୁ ଯେଉଁ ଆଡକୁ ଗଲେ
# they would put
ଏଠାରେ “ସେମାନେ” ଲୋକମାନଙ୍କୁ ବୁଝାଏ I ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ବୁଝାଏ ନାହି I
# the sick
ଏହି ବାକ୍ୟାଂଶ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ରୋଗୀ” ଲୋକମାନେ (ଦେଖ: [[rc://*/ta/man/translate/figs-nominaladj]])
# They begged him
ସାମ୍ଭାବିତ ଅର୍ଥଗୁଡିକ ୧) “ରୋଗୀମାନେ ତାହାଙ୍କୁ ବିନତି କଲେ” କିମ୍ବା ) ଲୋକମାନେ ତାହାଙ୍କୁ ବିନତି କଲେ I”
# let them touch
“ସେମାନେ” ଶବ୍ଦ ରୋଗୀ ଲୋକମାନଙ୍କୁ ବୁଝାଏ I
# the edge of his garment
ତାହାଙ୍କ ବସ୍ତ୍ରର ଝୁମ୍ପା କିମ୍ବା “ଲୁଗାର ଅଂଶ”
# as many as
ଯେଉଁମାନେ ସମସ୍ତେ