or_tn/mrk/06/12.md

1.0 KiB

They went out

“ସେମାନେ” ଶବ୍ଦ ଦ୍ବାଦଶ ଶିଷ୍ୟଙ୍କୁ ବୁଝାଏ ଓ ଯୀଶୁଙ୍କୁ ଯୋଗ କରେନାହି I ମଧ୍ୟ, ଏହା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ ଯେ ସେମାନେ ଭିନ୍ନ ଭିନ୍ନ ନଗରକୁ ଗଲେ I ଅନ୍ୟଏକ ଅନୁବାଦରେ: “ସେମାନେ ବିଭିନ୍ନ ସହରକୁ (ନଗର) ଗଲେ” (ଦେଖ: rc://*/ta/man/translate/figs-ellipsis)

turn away from their sins

ଏଠାରେ “ମନ ପରିବର୍ତ୍ତନ” ଏକ ରୁପକ ଅଟେ ଯାହାର ଅର୍ଥ କିଛି କରିବାଠାରୁ ଦୁରେଇ ଯିବା I ଅନ୍ୟଏକ ଅନୁବାଦରେ: “ପାପ ନକରିବା” କିମ୍ବା “ସେମାନଙ୍କର ପାପରେ ଅନୁତାପ କରିବା” (ଦେଖ: rc://*/ta/man/translate/figs-metaphor)