# They went out “ସେମାନେ” ଶବ୍ଦ ଦ୍ବାଦଶ ଶିଷ୍ୟଙ୍କୁ ବୁଝାଏ ଓ ଯୀଶୁଙ୍କୁ ଯୋଗ କରେନାହି I ମଧ୍ୟ, ଏହା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ ଯେ ସେମାନେ ଭିନ୍ନ ଭିନ୍ନ ନଗରକୁ ଗଲେ I ଅନ୍ୟଏକ ଅନୁବାଦରେ: “ସେମାନେ ବିଭିନ୍ନ ସହରକୁ (ନଗର) ଗଲେ” (ଦେଖ: [[rc://*/ta/man/translate/figs-ellipsis]]) # turn away from their sins ଏଠାରେ “ମନ ପରିବର୍ତ୍ତନ” ଏକ ରୁପକ ଅଟେ ଯାହାର ଅର୍ଥ କିଛି କରିବାଠାରୁ ଦୁରେଇ ଯିବା I ଅନ୍ୟଏକ ଅନୁବାଦରେ: “ପାପ ନକରିବା” କିମ୍ବା “ସେମାନଙ୍କର ପାପରେ ଅନୁତାପ କରିବା” (ଦେଖ: [[rc://*/ta/man/translate/figs-metaphor]])