or_tn/mrk/06/12.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# They went out
“ସେମାନେ” ଶବ୍ଦ ଦ୍ବାଦଶ ଶିଷ୍ୟଙ୍କୁ ବୁଝାଏ ଓ ଯୀଶୁଙ୍କୁ ଯୋଗ କରେନାହି I ମଧ୍ୟ, ଏହା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ ଯେ ସେମାନେ ଭିନ୍ନ ଭିନ୍ନ ନଗରକୁ ଗଲେ I ଅନ୍ୟଏକ ଅନୁବାଦରେ: “ସେମାନେ ବିଭିନ୍ନ ସହରକୁ (ନଗର) ଗଲେ” (ଦେଖ: [[rc://*/ta/man/translate/figs-ellipsis]])
# turn away from their sins
ଏଠାରେ “ମନ ପରିବର୍ତ୍ତନ” ଏକ ରୁପକ ଅଟେ ଯାହାର ଅର୍ଥ କିଛି କରିବାଠାରୁ ଦୁରେଇ ଯିବା I ଅନ୍ୟଏକ ଅନୁବାଦରେ: “ପାପ ନକରିବା” କିମ୍ବା “ସେମାନଙ୍କର ପାପରେ ଅନୁତାପ କରିବା” (ଦେଖ: [[rc://*/ta/man/translate/figs-metaphor]])