or_tn/mrk/05/40.md

16 lines
1.2 KiB
Markdown

# They laughed at him
ଶୋଇଵା ପାଇଁ ଯୀଶୁ ସାଧାରଣ ଶବ୍ଦ ବ୍ୟବହାର କଲେ (୩୯ ପଦ) I ପାଠକ ବୁଝିପାରିଵା ଉଚିତ ଯେ ଯେଉଁ ଲୋକମାନେ ଯୀଶୁ ଶୁଣିଲେ ପରିହାସ କଲେ କାରଣ ସେମାନେ ପ୍ରକୃତରେ ଜାଣିଛନ୍ତି ମରିଥିବା ଲୋକ ଓ ଶୋଇଥିଵା ଲୋକ ମଧ୍ୟରେ ପାର୍ଥକ୍ୟ ଓ ସେମାନେ ଭାବନ୍ତି ସେ କରିପାରିବେ ନାହିଁ I
# put them all outside
ଗୃହ ଭିତର ସମସ୍ତ ଲୋକମାନଙ୍କୁ ବାହାରକୁ ପଠେଇ ଦିଅ
# those who were with him
ଏହା ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I
# went in where the child was
ଏହା ଉକ୍ତ କରିବାକୁ ସାହାଯ୍ୟ ହୋଇପାରେ ଯେ ଯେଉଁଠାରେ ପିଲାଟି ଅଛି I ଅନ୍ୟଏକ ଅନୁବାଦରେ: “ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ” (ଦେଖ: [[rc://*/ta/man/translate/figs-explicit]])