# They laughed at him ଶୋଇଵା ପାଇଁ ଯୀଶୁ ସାଧାରଣ ଶବ୍ଦ ବ୍ୟବହାର କଲେ (୩୯ ପଦ) I ପାଠକ ବୁଝିପାରିଵା ଉଚିତ ଯେ ଯେଉଁ ଲୋକମାନେ ଯୀଶୁ ଶୁଣିଲେ ପରିହାସ କଲେ କାରଣ ସେମାନେ ପ୍ରକୃତରେ ଜାଣିଛନ୍ତି ମରିଥିବା ଲୋକ ଓ ଶୋଇଥିଵା ଲୋକ ମଧ୍ୟରେ ପାର୍ଥକ୍ୟ ଓ ସେମାନେ ଭାବନ୍ତି ସେ କରିପାରିବେ ନାହିଁ I # put them all outside ଗୃହ ଭିତର ସମସ୍ତ ଲୋକମାନଙ୍କୁ ବାହାରକୁ ପଠେଇ ଦିଅ # those who were with him ଏହା ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I # went in where the child was ଏହା ଉକ୍ତ କରିବାକୁ ସାହାଯ୍ୟ ହୋଇପାରେ ଯେ ଯେଉଁଠାରେ ପିଲାଟି ଅଛି I ଅନ୍ୟଏକ ଅନୁବାଦରେ: “ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ” (ଦେଖ: [[rc://*/ta/man/translate/figs-explicit]])