or_tn/mrk/05/40.md

1.2 KiB

They laughed at him

ଶୋଇଵା ପାଇଁ ଯୀଶୁ ସାଧାରଣ ଶବ୍ଦ ବ୍ୟବହାର କଲେ (୩୯ ପଦ) I ପାଠକ ବୁଝିପାରିଵା ଉଚିତ ଯେ ଯେଉଁ ଲୋକମାନେ ଯୀଶୁ ଶୁଣିଲେ ପରିହାସ କଲେ କାରଣ ସେମାନେ ପ୍ରକୃତରେ ଜାଣିଛନ୍ତି ମରିଥିବା ଲୋକ ଓ ଶୋଇଥିଵା ଲୋକ ମଧ୍ୟରେ ପାର୍ଥକ୍ୟ ଓ ସେମାନେ ଭାବନ୍ତି ସେ କରିପାରିବେ ନାହିଁ I

put them all outside

ଗୃହ ଭିତର ସମସ୍ତ ଲୋକମାନଙ୍କୁ ବାହାରକୁ ପଠେଇ ଦିଅ

those who were with him

ଏହା ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I

went in where the child was

ଏହା ଉକ୍ତ କରିବାକୁ ସାହାଯ୍ୟ ହୋଇପାରେ ଯେ ଯେଉଁଠାରେ ପିଲାଟି ଅଛି I ଅନ୍ୟଏକ ଅନୁବାଦରେ: “ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ” (ଦେଖ: rc://*/ta/man/translate/figs-explicit)