or_tn/mrk/05/35.md

1.5 KiB
Raw Permalink Blame History

While he was speaking

ଯୀଶୁ କହୁଥିବା ସମୟରେ

some people came from the leader of the synagogue

ସାମ୍ଭାବିତ ଅର୍ଥଗୁଡିକ ୧) ଏହି ଲୋକମାନେ ଯାଇରସଙ୍କ ଗୃହରୁ ଆସିଥିଲେ କିମ୍ବା ) ଯୀଶୁଙ୍କୁ ଦେଖା କରିବାକୁ ଯାଇରସ ଆଗରୁ ଏହି ଲୋକମାନଙ୍କୁ ଆଦେଶ ଦେଇଥିଲେ କିମ୍ବା ୩) ଏହି ଲୋକମାନେ ସେହି ଲୋକ ଦ୍ବାରା ପଠା ଜଇଥିବେ ଯେଉଁମାନେ ଯାଇରସଙ୍କର ଅନୁପସ୍ଥିତରେ ସମାଜଗୃହର ଅଧକ୍ଷ ଥିଲେ I

the leader of the synagogue

“ସମାଜଗୃହର ଅଧକ୍ଷ” ଯାଇରସ ଥିଲେ

synagogue, saying

ସମାଜଗୃହ, ଯାଇରସଙ୍କୁ କହନ୍ତି

Why trouble the teacher any longer?

ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଗୁରୁଙ୍କୁ ଆଉ କଷ୍ଟ ଦେବା ଆବଶ୍ବକ ନାହି” କିମ୍ବା “ଗୁରୁଙ୍କୁ ଆଉ କଷ୍ଟ ଦେବା ଉଚିତ ନୁହେ” (ଦେଖ: rc://*/ta/man/translate/figs-rquestion)

the teacher

ଏହା ଯୀଶୁଙ୍କୁ ବୁଝାଏ I