or_tn/mrk/05/35.md

24 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# While he was speaking
ଯୀଶୁ କହୁଥିବା ସମୟରେ
# some people came from the leader of the synagogue
ସାମ୍ଭାବିତ ଅର୍ଥଗୁଡିକ ୧) ଏହି ଲୋକମାନେ ଯାଇରସଙ୍କ ଗୃହରୁ ଆସିଥିଲେ କିମ୍ବା ) ଯୀଶୁଙ୍କୁ ଦେଖା କରିବାକୁ ଯାଇରସ ଆଗରୁ ଏହି ଲୋକମାନଙ୍କୁ ଆଦେଶ ଦେଇଥିଲେ କିମ୍ବା ୩) ଏହି ଲୋକମାନେ ସେହି ଲୋକ ଦ୍ବାରା ପଠା ଜଇଥିବେ ଯେଉଁମାନେ ଯାଇରସଙ୍କର ଅନୁପସ୍ଥିତରେ ସମାଜଗୃହର ଅଧକ୍ଷ ଥିଲେ I
# the leader of the synagogue
“ସମାଜଗୃହର ଅଧକ୍ଷ” ଯାଇରସ ଥିଲେ
# synagogue, saying
ସମାଜଗୃହ, ଯାଇରସଙ୍କୁ କହନ୍ତି
# Why trouble the teacher any longer?
ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଗୁରୁଙ୍କୁ ଆଉ କଷ୍ଟ ଦେବା ଆବଶ୍ବକ ନାହି” କିମ୍ବା “ଗୁରୁଙ୍କୁ ଆଉ କଷ୍ଟ ଦେବା ଉଚିତ ନୁହେ” (ଦେଖ: [[rc://*/ta/man/translate/figs-rquestion]])
# the teacher
ଏହା ଯୀଶୁଙ୍କୁ ବୁଝାଏ I