# While he was speaking ଯୀଶୁ କହୁଥିବା ସମୟରେ # some people came from the leader of the synagogue ସାମ୍ଭାବିତ ଅର୍ଥଗୁଡିକ ୧) ଏହି ଲୋକମାନେ ଯାଇରସଙ୍କ ଗୃହରୁ ଆସିଥିଲେ କିମ୍ବା ୨) ଯୀଶୁଙ୍କୁ ଦେଖା କରିବାକୁ ଯାଇରସ ଆଗରୁ ଏହି ଲୋକମାନଙ୍କୁ ଆଦେଶ ଦେଇଥିଲେ କିମ୍ବା ୩) ଏହି ଲୋକମାନେ ସେହି ଲୋକ ଦ୍ବାରା ପଠା ଜଇଥିବେ ଯେଉଁମାନେ ଯାଇରସଙ୍କର ଅନୁପସ୍ଥିତରେ ସମାଜଗୃହର ଅଧକ୍ଷ ଥିଲେ I # the leader of the synagogue “ସମାଜଗୃହର ଅଧକ୍ଷ” ଯାଇରସ ଥିଲେ # synagogue, saying ସମାଜଗୃହ, ଯାଇରସଙ୍କୁ କହନ୍ତି # Why trouble the teacher any longer? ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଗୁରୁଙ୍କୁ ଆଉ କଷ୍ଟ ଦେବା ଆବଶ୍ବକ ନାହି” କିମ୍ବା “ଗୁରୁଙ୍କୁ ଆଉ କଷ୍ଟ ଦେବା ଉଚିତ ନୁହେ” (ଦେଖ: [[rc://*/ta/man/translate/figs-rquestion]]) # the teacher ଏହା ଯୀଶୁଙ୍କୁ ବୁଝାଏ I