or_tn/mrk/05/21.md

1022 B

Connecting Statement:

ଅଶୁଚି ଆତ୍ମାବିଷ୍ଟ ଲୋକକୁ ସୁସ୍ଥ କରିବା ପରେ ଗେରଶେତ ଅଞ୍ଚଳରେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦ ପାର ହୋଇ କଫର୍ନାହୁମକୁ ଆସିଲେ ଯେଉଁଠାରେ ସମାଜ ଗୃହର ଜଣେ ଶାସନକର୍ତ୍ତା ତାହାଙ୍କର ଝିଅକୁ ସୁସ୍ଥ କରିବା ପାଇଁ ଅନୁରୋଧ କଲେ I

the other side

ଏହି ବାକ୍ୟାଂଶରେ କିଛି ତଥ୍ୟ ଯୋଗ କରିବା ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ସମୁଦ୍ରର ଅପର ପାର୍ଶ୍ବରେ” (ଦେଖ: rc://*/ta/man/translate/figs-ellipsis)

beside the sea

ସମୁଦ୍ର କୁଳରେ କିମ୍ବା “କୁଳରେ”

the sea

ଏହା ଗାଲିଲିର ସମୁଦ୍ର ଅଟେ I