16 lines
1022 B
Markdown
16 lines
1022 B
Markdown
|
# Connecting Statement:
|
||
|
|
||
|
ଅଶୁଚି ଆତ୍ମାବିଷ୍ଟ ଲୋକକୁ ସୁସ୍ଥ କରିବା ପରେ ଗେରଶେତ ଅଞ୍ଚଳରେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦ ପାର ହୋଇ କଫର୍ନାହୁମକୁ ଆସିଲେ ଯେଉଁଠାରେ ସମାଜ ଗୃହର ଜଣେ ଶାସନକର୍ତ୍ତା ତାହାଙ୍କର ଝିଅକୁ ସୁସ୍ଥ କରିବା ପାଇଁ ଅନୁରୋଧ କଲେ I
|
||
|
|
||
|
# the other side
|
||
|
|
||
|
ଏହି ବାକ୍ୟାଂଶରେ କିଛି ତଥ୍ୟ ଯୋଗ କରିବା ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ସମୁଦ୍ରର ଅପର ପାର୍ଶ୍ବରେ” (ଦେଖ: [[rc://*/ta/man/translate/figs-ellipsis]])
|
||
|
|
||
|
# beside the sea
|
||
|
|
||
|
ସମୁଦ୍ର କୁଳରେ କିମ୍ବା “କୁଳରେ”
|
||
|
|
||
|
# the sea
|
||
|
|
||
|
ଏହା ଗାଲିଲିର ସମୁଦ୍ର ଅଟେ I
|