# Connecting Statement: ଅଶୁଚି ଆତ୍ମାବିଷ୍ଟ ଲୋକକୁ ସୁସ୍ଥ କରିବା ପରେ ଗେରଶେତ ଅଞ୍ଚଳରେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦ ପାର ହୋଇ କଫର୍ନାହୁମକୁ ଆସିଲେ ଯେଉଁଠାରେ ସମାଜ ଗୃହର ଜଣେ ଶାସନକର୍ତ୍ତା ତାହାଙ୍କର ଝିଅକୁ ସୁସ୍ଥ କରିବା ପାଇଁ ଅନୁରୋଧ କଲେ I # the other side ଏହି ବାକ୍ୟାଂଶରେ କିଛି ତଥ୍ୟ ଯୋଗ କରିବା ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ସମୁଦ୍ରର ଅପର ପାର୍ଶ୍ବରେ” (ଦେଖ: [[rc://*/ta/man/translate/figs-ellipsis]]) # beside the sea ସମୁଦ୍ର କୁଳରେ କିମ୍ବା “କୁଳରେ” # the sea ଏହା ଗାଲିଲିର ସମୁଦ୍ର ଅଟେ I