or_tn/mrk/05/13.md

16 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# he allowed them
ଯୀଶୁ ସେମାନଙ୍କୁ ଯାହା କରିବାକୁ ଅନୁମତି ଦେଲେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଅଶୁଚି ଆତ୍ମା ଗୁଡିକ ଯେପରି କରିବା ପାଇଁ ଅନୁମତି ମାଗିଥିଲେ ସେହିପରି କରିବାକୁ କହିଲେ” (ଦେଖ: [[rc://*/ta/man/translate/figs-explicit]])
# they rushed
ଘୁଷୁରୀ ଅତି ବେଗରେ ଦୌଡ଼ିଲେ
# into the sea, and about two thousand pigs drowned in the sea
ତୁମେ ଏହାକୁ ଏକ ଭିନ୍ନ ବାକ୍ୟ କରି ପାରିବ: “ସମୁଦ୍ର ମଧ୍ୟକୁ. ଘୁଷୁରୀମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା, ଓ ସେମାନେ ସମୁଦ୍ରରେ ପଡି ବୁଡି ମଲେ”
# about two thousand pigs
ପ୍ରାୟ , ଘୁଷୁରୀ (ଦେଖ: [[rc://*/ta/man/translate/translate-numbers]])