or_tn/mrk/05/13.md

1.2 KiB
Raw Permalink Blame History

he allowed them

ଯୀଶୁ ସେମାନଙ୍କୁ ଯାହା କରିବାକୁ ଅନୁମତି ଦେଲେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଅଶୁଚି ଆତ୍ମା ଗୁଡିକ ଯେପରି କରିବା ପାଇଁ ଅନୁମତି ମାଗିଥିଲେ ସେହିପରି କରିବାକୁ କହିଲେ” (ଦେଖ: rc://*/ta/man/translate/figs-explicit)

they rushed

ଘୁଷୁରୀ ଅତି ବେଗରେ ଦୌଡ଼ିଲେ

into the sea, and about two thousand pigs drowned in the sea

ତୁମେ ଏହାକୁ ଏକ ଭିନ୍ନ ବାକ୍ୟ କରି ପାରିବ: “ସମୁଦ୍ର ମଧ୍ୟକୁ. ଘୁଷୁରୀମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା, ଓ ସେମାନେ ସମୁଦ୍ରରେ ପଡି ବୁଡି ମଲେ”

about two thousand pigs

ପ୍ରାୟ , ଘୁଷୁରୀ (ଦେଖ: rc://*/ta/man/translate/translate-numbers)