# he allowed them ଯୀଶୁ ସେମାନଙ୍କୁ ଯାହା କରିବାକୁ ଅନୁମତି ଦେଲେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଅଶୁଚି ଆତ୍ମା ଗୁଡିକ ଯେପରି କରିବା ପାଇଁ ଅନୁମତି ମାଗିଥିଲେ ସେହିପରି କରିବାକୁ କହିଲେ” (ଦେଖ: [[rc://*/ta/man/translate/figs-explicit]]) # they rushed ଘୁଷୁରୀ ଅତି ବେଗରେ ଦୌଡ଼ିଲେ # into the sea, and about two thousand pigs drowned in the sea ତୁମେ ଏହାକୁ ଏକ ଭିନ୍ନ ବାକ୍ୟ କରି ପାରିବ: “ସମୁଦ୍ର ମଧ୍ୟକୁ. ଘୁଷୁରୀମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା, ଓ ସେମାନେ ସମୁଦ୍ରରେ ପଡି ବୁଡି ମଲେ” # about two thousand pigs ପ୍ରାୟ ୨,୦୦୦ ଘୁଷୁରୀ (ଦେଖ: [[rc://*/ta/man/translate/translate-numbers]])