or_tn/mrk/05/01.md

979 B

Connecting Statement:

ଯୀଶୁ ଭୟଙ୍କର ଝଡତୋଫାନ ଶାନ୍ତ କରିବା ପରେ, ସେ ଜଣେ ଅଶୁଚି ଆତ୍ମାବିଷ୍ଟ ମନୁଷ୍ୟକୁ ସୁସ୍ଥ କଲେ, କିନ୍ତୁ ଗରାଶିୟର ସ୍ଥାନୀୟ ଲୋକମାନେ ଏହି ସୁସ୍ଥତାରେ ପାଇଁ ଖୁସି ନଥିଲେ, ଏଣୁ ସେମାନେ ସୀମାରୁ ପ୍ରସ୍ଥାନ କରିବାକୁ ଯୀଶୁଙ୍କୁ ବିନତୀ କଲେ I

They came

“ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I

the sea

ଏହା ଗାଲିଲି ସମୁଦ୍ରକୁ ବୁଝାଏ I

Gerasenes

ଏହି ନାମ ଗରାଶିୟ ବସବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/translate-names)