# Connecting Statement: ଯୀଶୁ ଭୟଙ୍କର ଝଡତୋଫାନ ଶାନ୍ତ କରିବା ପରେ, ସେ ଜଣେ ଅଶୁଚି ଆତ୍ମାବିଷ୍ଟ ମନୁଷ୍ୟକୁ ସୁସ୍ଥ କଲେ, କିନ୍ତୁ ଗରାଶିୟର ସ୍ଥାନୀୟ ଲୋକମାନେ ଏହି ସୁସ୍ଥତାରେ ପାଇଁ ଖୁସି ନଥିଲେ, ଏଣୁ ସେମାନେ ସୀମାରୁ ପ୍ରସ୍ଥାନ କରିବାକୁ ଯୀଶୁଙ୍କୁ ବିନତୀ କଲେ I # They came “ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I # the sea ଏହା ଗାଲିଲି ସମୁଦ୍ରକୁ ବୁଝାଏ I # Gerasenes ଏହି ନାମ ଗରାଶିୟ ବସବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/translate-names]])