or_tn/mrk/05/01.md

16 lines
979 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଭୟଙ୍କର ଝଡତୋଫାନ ଶାନ୍ତ କରିବା ପରେ, ସେ ଜଣେ ଅଶୁଚି ଆତ୍ମାବିଷ୍ଟ ମନୁଷ୍ୟକୁ ସୁସ୍ଥ କଲେ, କିନ୍ତୁ ଗରାଶିୟର ସ୍ଥାନୀୟ ଲୋକମାନେ ଏହି ସୁସ୍ଥତାରେ ପାଇଁ ଖୁସି ନଥିଲେ, ଏଣୁ ସେମାନେ ସୀମାରୁ ପ୍ରସ୍ଥାନ କରିବାକୁ ଯୀଶୁଙ୍କୁ ବିନତୀ କଲେ I
# They came
“ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I
# the sea
ଏହା ଗାଲିଲି ସମୁଦ୍ରକୁ ବୁଝାଏ I
# Gerasenes
ଏହି ନାମ ଗରାଶିୟ ବସବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/translate-names]])