or_tn/mrk/04/38.md

1.5 KiB

Jesus himself

ଏଠାରେ “ନିଜେ” ଗୁରୁତ୍ବାରୋପ କରେ କି ଯୀଶୁ ଏକାକୀ ନିର୍ଦୟ ଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଏକାକୀ ଥିଲେ” (ଦେଖ: rc://*/ta/man/translate/figs-rpronouns)

the stern

ଏହା ନୌକାର ସବୁଠାରୁ ପଛ ଭାଗ I “ନୌକାର ମଙ୍ଗ”

They woke him up

“ସେମାନେ” ଶବ୍ଦ ଶିଷ୍ୟମାନଙ୍କୁ ବୁଝାଏ I ସେହିପରି ସମାନ ଚିନ୍ତାଧାରା ପରବର୍ତ୍ତୀ ପଦରେ ତୁଳନା କରାଯାଇଛି, ୩୯ ପଦରେ, “ସେ ଉଠିଲେ I” “ସେ” ଯୀଶୁଙ୍କୁ ବୁଝାଏ I

do you not care that we are about to die?

ଶିଷ୍ୟମାନେ ଏହି ପ୍ରଶ୍ନ ମାଧ୍ୟମରେ ସେମାନଙ୍କର ଭୟକୁ ପ୍ରକାଶ କଲେ I ଏହି ପ୍ରଶ୍ନ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଘଟୁଅଛି ସେଥିପ୍ରତି ଧ୍ୟାନ ଦେବା ଆବଶ୍ବକ, ଆମ୍ଭେମାନେ ମଲୁ !” (ଦେଖ: rc://*/ta/man/translate/figs-rquestion)

we are about to die

“ଆମ୍ଭେ” ଶବ୍ଦ ଯୀଶୁ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)