or_tn/mrk/04/38.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Jesus himself
ଏଠାରେ “ନିଜେ” ଗୁରୁତ୍ବାରୋପ କରେ କି ଯୀଶୁ ଏକାକୀ ନିର୍ଦୟ ଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଏକାକୀ ଥିଲେ” (ଦେଖ: [[rc://*/ta/man/translate/figs-rpronouns]])
# the stern
ଏହା ନୌକାର ସବୁଠାରୁ ପଛ ଭାଗ I “ନୌକାର ମଙ୍ଗ”
# They woke him up
“ସେମାନେ” ଶବ୍ଦ ଶିଷ୍ୟମାନଙ୍କୁ ବୁଝାଏ I ସେହିପରି ସମାନ ଚିନ୍ତାଧାରା ପରବର୍ତ୍ତୀ ପଦରେ ତୁଳନା କରାଯାଇଛି, ୩୯ ପଦରେ, “ସେ ଉଠିଲେ I” “ସେ” ଯୀଶୁଙ୍କୁ ବୁଝାଏ I
# do you not care that we are about to die?
ଶିଷ୍ୟମାନେ ଏହି ପ୍ରଶ୍ନ ମାଧ୍ୟମରେ ସେମାନଙ୍କର ଭୟକୁ ପ୍ରକାଶ କଲେ I ଏହି ପ୍ରଶ୍ନ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଘଟୁଅଛି ସେଥିପ୍ରତି ଧ୍ୟାନ ଦେବା ଆବଶ୍ବକ, ଆମ୍ଭେମାନେ ମଲୁ !” (ଦେଖ: [[rc://*/ta/man/translate/figs-rquestion]])
# we are about to die
“ଆମ୍ଭେ” ଶବ୍ଦ ଯୀଶୁ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])