# Jesus himself ଏଠାରେ “ନିଜେ” ଗୁରୁତ୍ବାରୋପ କରେ କି ଯୀଶୁ ଏକାକୀ ନିର୍ଦୟ ଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଏକାକୀ ଥିଲେ” (ଦେଖ: [[rc://*/ta/man/translate/figs-rpronouns]]) # the stern ଏହା ନୌକାର ସବୁଠାରୁ ପଛ ଭାଗ I “ନୌକାର ମଙ୍ଗ” # They woke him up “ସେମାନେ” ଶବ୍ଦ ଶିଷ୍ୟମାନଙ୍କୁ ବୁଝାଏ I ସେହିପରି ସମାନ ଚିନ୍ତାଧାରା ପରବର୍ତ୍ତୀ ପଦରେ ତୁଳନା କରାଯାଇଛି, ୩୯ ପଦରେ, “ସେ ଉଠିଲେ I” “ସେ” ଯୀଶୁଙ୍କୁ ବୁଝାଏ I # do you not care that we are about to die? ଶିଷ୍ୟମାନେ ଏହି ପ୍ରଶ୍ନ ମାଧ୍ୟମରେ ସେମାନଙ୍କର ଭୟକୁ ପ୍ରକାଶ କଲେ I ଏହି ପ୍ରଶ୍ନ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଘଟୁଅଛି ସେଥିପ୍ରତି ଧ୍ୟାନ ଦେବା ଆବଶ୍ବକ, ଆମ୍ଭେମାନେ ମଲୁ !” (ଦେଖ: [[rc://*/ta/man/translate/figs-rquestion]]) # we are about to die “ଆମ୍ଭେ” ଶବ୍ଦ ଯୀଶୁ ଓ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])